Jump to content

ଚଢ଼ାଚଢ଼ି

ଉଇକିଅଭିଧାନ‌ରୁ

ଚଢ଼ାଚଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟୋନ୍ୟ ଉପରେ ଚଢ଼ିବା — ୧. Getting over the body of each other; mounting upon one another.
୨. ବହୁବାର ଆରୋହଣ — ୨. Repeated riding or ascending.
୩. (ଅଶ୍ଳୀଳ) ମୈଥୁନ କ୍ରିୟା — ୩. Copulation (by the male and female atternately getting on each other).