Jump to content

ଚଢ଼ାଳି

ଉଇକିଅଭିଧାନ‌ରୁ

ଚଢ଼ାଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଉଚ୍ଚଳନକାରୀ)

[ସମ୍ପାଦନା]
୧. ଘୋଡ଼ା ଚଢ଼ିବାରେ ଅଭ୍ୟସ୍ତ — ୧. Habituated to riding.
୨. ଘୋଡ଼ା ଚଢ଼ିବାରେ ପଟୁ — ୨. Expert in horse-riding.
୩. ଆରୋହଣକାରୀ —୩. Riding; ascending.
୪. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ଘୋଡ଼ାଚଢ଼ାଳି, ଗଛଚଢ଼ାଳି, ପର୍ବତଚଢ଼ାଳି) ଅମୁକ ଉପରେ ଚଢ଼ିବାରେ ଅଭ୍ୟସ୍ତ ବା ପଟୁ — ୪. Habituated to or expert in riding (a horse or tree).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚାବୁକସବାର —୧. Jockey.

୨. ଅଶ୍ୱାରୋହୀ ବ୍ୟକ୍ତି —୨. A rider.
୩. ଆରୋହଣରେ ପଟୁ ବ୍ୟକ୍ତି — ୩. A skilful rider.