Jump to content

ଚଢ଼ା ଉତାର

ଉଇକିଅଭିଧାନ‌ରୁ

ଚଢ଼ା ଉତାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବିପରୀତାର୍ଥକ ସହଚର)

[ସମ୍ପାଦନା]
୧. କୌଣସି ପଦାର୍ଥକୁ ଉପରକୁ ଉଠାଇବା ଓ ତଳକୁ ଓହ୍ଲାଇ ଆଣିବା — ୧. Lifting and lowering.
୨. ଉଠାଣି ଓ ଗଡ଼ାଣି —୨. Ascent and descent; upward and downwand slopes.
୩. ପ୍ରଶ୍ନ ଓ ତହିଁର ଉତ୍ତର — ୩. Question and its reply.
୪. ଉପରକୁ ଉଠିବା ଓ ତଳକୁ ଖସିବା — ୪. Ascending and descending; going up and coming down.


୫. ଖୁବ କଡ଼ା ସ୍ୱର ଓ ଖୁବ ନରମା ସ୍ୱର — ୫. Sounds of high and low pitch.