Jump to content

ଚଢ଼େଇଆ

ଉଇକିଅଭିଧାନ‌ରୁ

ଚଢ଼େଇଆ

ଉଚ୍ଚାରଣ

[ସମ୍ପାଦନା]
(ଚଢ଼ଉଣୀ—ସ୍ତ୍ରୀ)
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସେ ଚଢ଼େଇ ଧରି ବିକ୍ରୟ କରି ପେଟ ପୋଷେ — Bird-catcher; fowler.

[ଦ୍ରଷ୍ଟବ୍ୟ —କେଉଟମାନଙ୍କର ଚଇତିଘୋଡ଼ା ଯାତରେ ଚଇତିଘୋଡ଼ା ନାଟ ସଙ୍ଗେ ଚ଼ଢ଼େଇଆ—ଚଢ଼ଉଣୀଙ୍କର ମଧ୍ୟ ନାଟ ହୁଏ]