ଚଢ଼େଇଲେଦା
ଦେଖଣା
ଚଢ଼େଇଲେଦା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପକ୍ଷିବିଷ୍ଠା — The ordure of birds.
- ୨. ଜଗନ୍ନାଥଙ୍କୁ ଭୋଗ ଲାଗିବାପାଇଁ ପ୍ରସ୍ତୁତ ନାନାପ୍ରକାର ପିଠାରୁ ବଳି ପଡ଼ିଥିବା କ୍ଷୁଦ୍ର ଖଣ୍ଡ଼ମାନଙ୍କୁ ମିଶାଇ ତିଆରି କରାଯିବା ମିଷ୍ଟାନ୍ନ —୨. The remnants of different cakes kneaded and rolled into a mass & offered to Lord Jagannath.