Jump to content

ଚଣ୍ଡକୌଶିକ

ଉଇକିଅଭିଧାନ‌ରୁ

ଚଣ୍ଡକୌଶିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୁନି ବିଶେଷ — ୧. Name of a sage.
୨. ବିଶ୍ୱାମିତ୍ର ଓ ହରିଶ୍ଚନ୍ଦ୍ରଙ୍କ ଆଖ୍ୟାୟିକାଯୁକ୍ତ ନାଟକ— ବିଶେଷ —୨. Name of a Sanscrit drama.
୩. ଜୈନପୁରାଣରେ ବର୍ଣ୍ଣିତ ବିଷଧର ସର୍ପବିଶେଷ — ୩. Name of a venomous serpent mentioned in the Jaina scriptures.

[ ଦ୍ର—ଏ ଜୈନଧର୍ମ ପ୍ରବର୍ତ୍ତକ ମହାବୀରସ୍ୱାମୀଙ୍କୁ ଦର୍ଶନ କରି ହିଂସାବୃତ୍ତି ତ୍ୟାଗକରି ଜୀବମାନଙ୍କୁ ଆଉ ଦଂଶନ କଲା ନାହିଁ ଓ ସବୁବେଳେ ନିଜ ଗାତରେ ପଡ଼ି ରହିଥାଏ ତାକୁ ଏପରି ନିଶ୍ଚଳ ଦେଖି ତା ଦେହଯାକ ପିମ୍ପୁଡ଼ି ବେଢ଼ିଲେ, ତଥାପି ସେ କଡ଼ ଲୋଉଟାଇଲା ନାହିଁ—ହିନ୍ଦୀ - ଶବ୍ଦସାଗର ]