ଚଣ୍ଡଧିକାର
ଦେଖଣା
ଚଣ୍ଡଧିକାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚଣ୍ଡ+ଅଧିକାର)
[ସମ୍ପାଦନା]- ୧. ଦେବତାଙ୍କୁ ଆର୍ପିତ ହେବା ଭୋଗରୁ ନିର୍ଦ୍ଦିଷ୍ଟ ଅଂଶ (୧/୪, ୧/୧୪, ୧/୧୬: ) ଚଣ୍ଡବଳିରୂପେ କଢ଼ା ହୋଇ ସ୍ୱତନ୍ତ୍ର ରଖା ଯିବାର ବିଧି —The custom or practice of a fixed portion out of the offering to a Deity being set apart as 'Chaṇḍa.'
[ଦ୍ରଷ୍ଟବ୍ୟ —ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଭୋଗରେ ଚଣ୍ଡା— ଧିକାର ନାହିଁ]
- ୨. ଦେବତାଙ୍କୁ ଅର୍ପିତ ହେବା ନୈବେଦ୍ୟ ବସ୍ତୁ ମଧ୍ୟରୁ ନିଜର ପାରିଶ୍ରମିକ ପାଇଁ ପୂକକର କେତେକ ଅଂଶ କାଢ଼ି ରଖିବା ଅଧିକାର —୨. The right of a worshipping priest taking out a fixed portion out of the offering for his remuneration.