ଚଣ୍ଡନାୟିକା
ଦେଖଣା
ଚଣ୍ଡନାୟିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଦୁର୍ଗା; ଚଣ୍ଡୀ — ୧. Goddess Durgā.
- ୨. ହିନ୍ଦୁ ଶାସ୍ତ୍ରବର୍ଣ୍ଣିତ କୋପନସ୍ୱଭାବା ନାୟିକାବିଶେଷ; ନାୟକ ଅନ୍ୟ ନାୟିକା ପ୍ରତି ଆସକ୍ତ ଥିବାର ସୂଚନା ବା ପ୍ରମାଣ ପାଇଲେ ଯେଉଁ ନାୟିକା ନାୟକ ପ୍ରତି ଅତି କ୍ରୁଦ୍ଧ ହୁଏ —୨. One of the ୮ classes of woman lovers described in the Hindu book; a lady who becomes furious on finding her lover attached to another woman.
- ୩. ତାନ୍ତ୍ରିକମାନଙ୍କ ପୂଜିତ ଅଷ୍ଟନାୟିକାଙ୍କ ମଧ୍ୟରୁ ଏକ (ଏ ଦୂର୍ଗାଙ୍କର ସଖୀ—ହିନ୍ଦୀ - ଶବ୍ଦସାଗର) — ୩. One of the ୮ Goddesses worshipped by the Tāntrikas.