ଚଣ୍ଡମୁଣ୍ଡ
ଦେଖଣା
ଚଣ୍ଡମୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଚଣ୍ଡ+ମୁଣ୍ଡ)
[ସମ୍ପାଦନା]ଦୁର୍ଗାଙ୍କଦ୍ୱାରା ନିହତ ରାକ୍ଷସ ଭ୍ରାତୃ ଦ୍ୱୟ —Two fierce and wicked demon brothers killed by Durgā.
[ଦ୍ରଷ୍ଟବ୍ୟ —ଏହାଙ୍କ ବଧ ବିଷୟ ଚଣ୍ଡୀପୁରାଣରେ ବର୍ଣ୍ଣିତ ହୋଇଅଛି ଏ ଦୁହେଁ ଶୁମ୍ଭ ନିଶୁମ୍ଭ ଦୈତ୍ୟଙ୍କର ସେନାପତି ଥିଲେ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅତି ଦୁଷ୍ଟ ବ୍ୟକ୍ତି —A very wicked person.