Jump to content

ଚଣ୍ଡଶକ୍ତି

ଉଇକିଅଭିଧାନ‌ରୁ

ଚଣ୍ଡଶକ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ଚଣ୍ଡ+ଶକ୍ତି; ପ୍ରବଳ ପରାକ୍ରମଶାଳୀ) ଚଳୀଙ୍କ ସୈନ୍ୟସ୍ଥିତ ଦାନବ ବିଶେଷ — A fierce demon in the army of the demon-king Baḻī.
୨. (କର୍ମଧା) ପ୍ରବଳ ପରାକ୍ରମ —Great prowess.

ବିଶେଷଣ - ପୁ. ଓ ସ୍ତ୍ରୀ

[ସମ୍ପାଦନା]

ପ୍ରଚଣ୍ଡ ପରାକ୍ରମଶାଳୀ —Vary powerful or mighty.