ଚଣ୍ଡା
ଦେଖଣା
ଚଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଚଣ୍ଡ+ଆ)
[ସମ୍ପାଦନା]ଚଣ୍ଡର ସ୍ତ୍ରୀଲିଙ୍ଗ — Feminine of Chaṇḍa.
ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. କୋପନା ସ୍ତ୍ରୀ —୧. A woman of fiery temper; a termagant woman.
[[]] ୨ ଅଷ୍ଟନାୟିକା ମଧ୍ୟରୁ ଏକ (ହିଁ . ଶବ୍ଦସାଗର)— ଚଣ୍ଡନାୟିକା ]] ୨ ଓ ]] ୩ (ଦେଖ) - ୨. Chaṇḍanāyikā ୨ and ୩ (See)
- ୩. ଚୋରକ ନାମକ ସୁଗନ୍ଧି (ହିନ୍ଦୀ - ସବ୍ଦସାଗର) — ୩. Name of a scented herb.
- ୪. କପିକଚ୍ଛୁ; ବାଇଢଙ୍କ (ହିନ୍ଦୀ - ଶବ୍ଦସାଗର) — ୪. Cowhage.
- ୫. ଶ୍ୱେତଦୂର୍ବା (ହିନ୍ଦୀ - ଶବ୍ଦସାଗର) —୫. The white variety of Duba grass.
- ୬. ସଉପ (ହିନ୍ଦୀ - ଶବ୍ଦସାଗର) —୬. The Sowa seed.
- ୭. ପାନମହୁରି (ହିନ୍ଦୀ - ଶବ୍ଦସାଗର) —୭. Aniseed.
- ୮. ଏକ ପ୍ରାଚୀନ ନଦୀର ନାମ (ହିନ୍ଦୀ - ଶବ୍ଦସାଗର) — ୮. Name of an ancient river.
ଗ୍ରାମ୍ୟ - (ପଦ୍ୟ) ବିଶେଷଣ - ପୁଂ.
[ସମ୍ପାଦନା]ଅତି କ୍ରୋଧାନ୍ୱିତ —Vary much enraged; fiery with rage.
ଜାଣି ତାହା ଗନ୍ଧର୍ବେ, କୋପ କରିଣ ସର୍ବେ, ମାରୂତି ଅଗ୍ରତେ ମିଳିଲେ ସେ. ଅତିଚଣ୍ଡ, ମାଇଲେ ତିକ୍ଷ୍ଣ କାଣ୍ଡ ଗଣ୍ଡ ବିଶ୍ୱନାଥ. ବିଚିତ୍ରରାମୟଣ