ଚଣ୍ଡାଳିକା
ଦେଖଣା
ଚଣ୍ଡାଳିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଣ୍ଡାଳିକା
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚଣ୍ଡାଳ+କ+ଆ)
[ସମ୍ପାଦନା]- ୧. ଦୁର୍ଗା; ଚଣ୍ଡିବା — ୧. Durga
- ୨. ଚଣ୍ଡାଳୂବଲ୍ଲକୀ (ଦେଖ) - — ୨. Chaṇḍāḻaballakī (See).
- ୩. ଔଷାଧାର୍ଥ ବ୍ୟବହୃତ ବୃକ୍ଷଶବିଶେଷ (ହିନ୍ଦୀ - ଶବ୍ଦସାଗର) — ୩. Name of a medicinal tree.
- ୪. ଶିମ୍ୱାଦି ବର୍ଗର ବର୍ଷାୟୁଃ ବନ୍ୟ ଶାକ ବା କ୍ଷୁପବିଶେଷ — ୪. The Telegraph plant; Desmodium gajrans.
[ଦ୍ରଷ୍ଟବ୍ୟ —ଏ ଗଛ ୧ ୨: ହାତ ବଢ଼େ; ଶିମ୍ୱପରି ପତ୍ରକ୍ରିୟାପଦ - ପର୍ଣ୍ଣ; ପାଖର ଦୁଇ ପର୍ଣ୍ଣ ଗରମ ସମୟରେ ଉପରକୁ ଉଠେ ଓ ଥଣ୍ଡାବେଳେ ତଳକୁ ପଡ଼େ. ଯୋଗେଶ୍ଚନ୍ଦ]