ଚଣ୍ଡିକା
ଦେଖଣା
ଚଣ୍ଡିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚଣ୍ଡ+କ+ଆ)
[ସମ୍ପାଦନା]- ୧. ଚଣ୍ଡୀ (ଦେଖ) - ୧. Chaṇḍī (See)
- ୨. ଗାୟତ୍ରୀଦେବୀ (ହିନ୍ଦୀ - ଶବ୍ଦସାଗର) — ୨. The Gāyatrī formula personified.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. କୋପନା; ଦୁଷ୍ଟା — ୧. Shrewish; irritable (woman).
- ୨. କଳିହୁଡ଼ୀ —୨. Quarrelsome (woman).