Jump to content

ଚଣ୍ଡୀଦାସ

ଉଇକିଅଭିଧାନ‌ରୁ

ଚଣ୍ଡୀଦାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚଣ୍ଡୀଙ୍କର ସେବକ — A worshipper devoted to Goddess Chaṇḍī.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଞ୍ଚଦଶ ଶତାବ୍ଦୀର ବଙ୍ଗୀୟ କବିବିଶେଷ — A Bengalee classical poet of the ୧୫th century.

[ଦ୍ରଷ୍ଟବ୍ୟ —ଏ ଜାତିରେ ବ୍ରାହ୍ମଣ ଥିଲେ ବୀରଭୂମି ଜିଲ୍ଲାରେ ଖ୍ରୀ. ୧୪୧୭:ରେ ଜନ୍ମ ଗ୍ରହଣ କରି ଖ୍ରୀ. ୧୪୭୬:ରେ ମୃତ ହୋଇଥିଲେ ଏ ଗୀତାଚିନ୍ତାମଣି ନାମକ ବଙ୍ଗଳା ଗ୍ରନ୍ଥର ରଚୟିତ ଏ ବଙ୍ଗୀୟ କବି ବିଦ୍ୟାପତିଙ୍କ ସମସାମୟିକ ଓ ଚୈତନ୍ୟଙ୍କ ପୂର୍ବବର୍ତ୍ତୀ ଚଣ୍ଡୀ— ଦାସଙ୍କ ସମୟ ବଙ୍ଗଳା ସାହିତ୍ୟ ରଚନାର ଆଦିକାଳ ଏହାଙ୍କ ରଚନା ସରଳ ଓ ମଧୁର ଥିଲା ଏହାଙ୍କ ଗୀତାମାନ ପ୍ରତ୍ୟେକ ବଙ୍ଗୀୟ ସାହିତ୍ୟଭକ୍ତଙ୍କର ଆଦରର ସାମଗ୍ରୀ]