ଚଣ୍ଡୀ ଗୁଣା
ଦେଖଣା
ଚଣ୍ଡୀ ଗୁଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନୁଚ୍ଚ ସ୍ୱରରେ ଚଣ୍ଡୀପାଠ — ୧. Recital of 'Chaṇḍī Purāṇa' in a low voice.
- ୨. (ଲକ୍ଷଣାର୍ଥ) ଚଣ୍ଡୀଗୁଣିବା ଭଳି କୋପରେ ଅନୁଚ୍ଚ ଗୁଣୁ ଗୁଣୁ ଶବ୍ଦ କରିବା —୨. Grumbling due to rage.
ଦେଶଜ - ବିଶେଷଣ -
[ସମ୍ପାଦନା]ଚଣ୍ଡୀପାଠକାରୀ — Reciting the Chaṇḍī Purāṇa.