ଚଣ୍ଡୁ
ଦେଖଣା
ଚଣ୍ଡୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚଣ୍ଡ ଧାତୁ+ସଂଜ୍ଞାର୍ଥେ ଉ)
[ସମ୍ପାଦନା]ଇନ୍ଦୁର; ମୂଷା — Rat.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଣ୍ଡ=ଉଗ୍ର)
[ସମ୍ପାଦନା]ଅଫିମରେ ପ୍ରସ୍ତୁତ ଧୂମ୍ରପାନପୂର୍ବକ ସେବିତ ଉଗ୍ର ମାଦକଦ୍ରବ୍ୟବିଶେଷ —A highly intoxicating smoking preparation of opium; chandoo.
[ଦ୍ରଷ୍ଟବ୍ୟ —ଏହା ଗୁଲି ବା ମଦତ୍ ଅପେକ୍ଷା ଉଗ୍ରତର ନିଶା ଜନ୍ମାଏ; ଗୁଲି ପରି ହୁକ୍କାନଳୀଦ୍ୱାରା ଚଣ୍ଡୁର ଧୂମ୍ରପାନ କରାଯାଏ; ଚୀନାମାନେ ବେଶି ଚଣ୍ଡୁ ପିଅନ୍ତି ଆଫଗାନିସ୍ଥାନରୁ ତଣ୍ଡୁ ତିଆରି ହୋଇ ହିନ୍ଦୁସ୍ଥାନକୁ ଆସେ ଅଫିମକୁ ପାଣିଆଁ କରି ଛାଣି ନିଆଁରେ ବସାଇ ଲୋକେ ଚଣ୍ଡୁ ତିଆରି କରନ୍ତ—ହିନ୍ଦୀ - ଶବ୍ଦସାଗର; ଏ ଶବ୍ଦ ଇଂରେଜି— ଭାଷାରେ ମଧ୍ୟ ଚଳିଲାଣି]