Jump to content

ଚଣ୍ଡୁଳ

ଉଇକିଅଭିଧାନ‌ରୁ

ଚଣ୍ଡୁଳ

ଉଚ୍ଚାରଣ

[ସମ୍ପାଦନା]

(ଚଣ୍ଡୁଳ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ସୁନ୍ଦର ଭରତିଆ ପକ୍ଷୀ — A kind of beautiful lark; the skylark; Alonda Gulgula.


[ଦ୍ରଷ୍ଟବ୍ୟ —ଏହାର ବର୍ଣ୍ଣ ମାଟିଆ; ଏ ଗଛଉପରେ ସୁନ୍ଦର ବସା ନିର୍ମାଣ କରେ ଓ ଏହାର ରାବ ସୁମଧୁର]