Jump to content

ଚତରା

ଉଇକିଅଭିଧାନ‌ରୁ

ଚତରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତ୍ନର; ଚତୁଃ+ଢଲ୍ଲ)

[ସମ୍ପାଦନା]
୧. ଗୋଲ ସମତଳ ଭୂମି — ୧. A circular plot of level ground.
୨. ଜଳାଶୟ ମଧ୍ୟରେ ଦଳଆଦିଦ୍ୱାରା ଆବୃତ ହୋଇ ନ ଥିବା ଜଳର ଉପରିଭାଗର ବିସ୍ତୃତ ଅଂଶ — ୨. A wide expanse or plot of the surface of a tank not overgrown or covered with aquatic grass or reeds.
୩. ଜଳସଞ୍ଚୟ ନିମନ୍ତେ ଭୂମିରେ ଖୋଳା ହୋଇଥିବା ଅଗଭୀର ଚାରିକୋଣିଆ ଗାତ —୩. A square shallow pit dug in the ground for storing oozing water.
୪. ଅଗଭୀର ବଡ଼ ଜଳାଶୟ; ଜୋଡ଼ — ୪. A wide expanse of shallow water.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବିସ୍ତୃତ —୧. Extensive; wide.
୨. ବିସ୍ତୃତ ବହୁଶାଖାଯୁକ୍ତ (ବୃଷ); ଝାମ୍ପୁଲା —୨. Bushy (tree); spreading over a large area.