ସଂସ୍କୃତ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)
[ସମ୍ପାଦନା]
ଚାରି — Four.
[ଦ୍ରଷ୍ଟବ୍ୟ —ଚତୁଃର ବ୍ୟବହାର କେବଳ ସଂସ୍କୃତରେ ହୁଏ, କିନ୍ତୁ ଓଡ଼ିଆରେ ଏଥିର ସ୍ୱତନ୍ତ୍ର ବ୍ୟବହାର ନାହିଁ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବା ସନ୍ଧ ହୋଇ ବ୍ୟବହୃତ ହେବା ଶବ୍ଦମାନ ଓଡ଼ିଆରେ ଚଳେ ଯଥା—ଚତୁଃସୀମା; ଚତୁଃରଙ୍ଗ]