ଚତୁଃପଞ୍ଚାଶତ୍
(ଚତୁଷ୍ପଞ୍ଚାଶତ୍—ଅନ୍ୟରୂପ)
ପଚାଶରୁ ଚାରି ଅଧିକ ସଂଖ୍ୟା; ଚଉବନ; ୫୪: —୫୪; Fiftyfour.
ଚଉବନ ସଂଖ୍ୟକ — Numbering fiftyfour.