ଚତୁଃପାର୍ଶ୍ୱ
ଦେଖଣା
ଚତୁଃପାର୍ଶ୍ୱ
ଉଚ୍ଚାରଣ
[ସମ୍ପାଦନା](ଚତୁଃଷ୍ପାର୍ଶ୍ୱ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚାରିଦିଗ —୧. Four corners or points of the compass.
- ୨. ସବୁଆଡ଼ —୨. All sides.
- ୩. ଚାରିପାଖ —୩. Four sides e.g. north, south, east and west.
- ୪. ବର୍ଗକ୍ଷେତ୍ରର ୪ଟି ବାହୁ — ୪. The four sides of a square (Wilson).
[ଦ୍ରଷ୍ଟବ୍ୟ —ଚତୁଃର୍ପାଶ୍ୱ ଶବ୍ଦ ଅବ୍ୟାକରଣିକ ଅଟେ]