Jump to content

ଚତୁଃଶାଖ

ଉଇକିଅଭିଧାନ‌ରୁ

ଚତୁଃଶାଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ଚାରିଶାଖାବିଶିଷ୍ଟ — ୧. Having four branches; pointing to the ୪ sides of the compass.
୨. ଚାରିଗୋଟି ଶାଖା ବା ଅଙ୍ଗବିଶିଷ୍ଟ (ଯଥା—ବେଦ) — ୨. Having four component parts.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଏହାର ଦୁଇ ହାତ ଓ ଦୁଇ ଗୋଡ଼ ଏହି ୪ ଶାଖା ଥିବାରୁ) ଦେହ; ଶରୀର —Body (M.W.)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବେଦ —The Bedas (୪ in number).