ଚତୁଃଶାଳ
ଦେଖଣା
ଚତୁଃଶାଳ
ଉଚ୍ଚାରଣ
[ସମ୍ପାଦନା]ଚତୁଃଶାଳକ;, ଚତୁଃଶାଳାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚତୁଃ+ଶାଳା)
[ସମ୍ପାଦନା]- ୧. ଯେଉଁ କୋଠାରେ ୪ଟି କାମରା ଅଛି — ୧. A building with ୪ halls (M.W.).
- ୨. ଚାରି ଦିଗରେ ୪ଟି କୋଠରି ବା କାମରା ଥିବା ବଡ଼ଘର — ୨. A square four roomed house.
- ୩. ଚାରିପାଖେ ୪ଟି ଘରଦ୍ୱାରା ଆବଦ୍ଧ ଖଞ୍ଜା — ୩. A square courtyard enclosed by ୪ houses on the ୪ sides facing each other.