Jump to content

ଚତୁଃଶୃଙ୍ଗ

ଉଇକିଅଭିଧାନ‌ରୁ

ଚତୁଃଶୃଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚତୁଃ+ଶୃଙ୍ଗ)

[ସମ୍ପାଦନା]
୧. ଯେଉଁ ଜୀବର ୪ଟି ଶିଙ୍ଗ ଥାଏ; ଚଉଶିଙ୍ଗା — ୧. Four-horned (animal).
୨. ଯେଉଁ ଜୀବର ୪ଟି ଶୃଙ୍ଗ ଥାଏ — ୨. Four-peaked (mountain).