ଚତୁଃଷଷ୍ଟି
ଷାଠିଏରୁ ଚାରି ଅଥିକ ସଂଖ୍ୟା; ଚଉଷଠି; ୬୪: ସଂଖ୍ୟା —୬୪; Sixtyfour.
ଚଉଷଠି ସଂଖ୍ୟକ — Numbering sixtyfour.