ଚତୁଃସମ
ଦେଖଣା
ଚତୁଃସମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚତୁଃ+ସମ=ସମଗୁଣବିଶିଷ୍ଟ)
[ସମ୍ପାଦନା]- ୧. (ବୈଦ୍ୟକ) ସମଗୁଣବିଶିଷ୍ଟ ଓଷଧ ଦ୍ରବ୍ୟ ଚତୁଃଷ୍ଟୟ; ଚଉଷମ (ଲବଙ୍ଗ, ହରୁଡ଼ା ସୈନ୍ଧବ, ଓ ଯୁଆଣି) —୧. A collection of four drugs (cloves, rocksalt, myrobalan and caraway)
- ୨. ସମଗୁଣବିଶିଷ୍ଟ ଗନ୍ଧଦ୍ରବ୍ୟଚତୁଷ୍ଟୟ (ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମ) —A collection of four scented articles (sandal, aloe-wood, musk and saffron).
- ୩. ଏକତ୍ର ମିଶ୍ରିତ କର୍ପୂର, କସ୍ତୁରୀ, ଜାଫ୍ରାନ୍କେଶର ଓ ଚନ୍ଦନ —୩. A mixture of ୪ unguents, (viz camphor, musk, saffron and sandal.)
ଶ୍ରୀକରେ ଘେନି ଚତୁଃସମ ସୌରଭ ଗନ୍ଧେ ମନୋରମ ଜଗନ୍ନାଥ. ଭାଗବତ