Jump to content

ଚତୁରଂଶ

ଉଇକିଅଭିଧାନ‌ରୁ

ଚତୁରଂଶ

ଉଚ୍ଚାରଣ

[ସମ୍ପାଦନା]

(ଚତୁରଂଶିତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ଚତୁଃ+ଅଂଶ)

[ସମ୍ପାଦନା]

ଚାରି ଭାଗ — Four parts.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ଚାରି— ଭାଗରେ ବିଭକ୍ତ —୧. Divided into ୪ parts.
୨. ଚାରିପେଜୀ; ଏକଫର୍ଦ୍ଦ କାଗଜ ଚାରିପୃଷ୍ଠାରେ ଭଙ୍ଗା ହୋଇଥିବା (କାଗଜ) —୨. Quarto (paper).
୩. ଚଉଆଂଶିଆ; ଚାରିକୋଣିଆଁ — ୩. Square; quadrangular.
୪. ଚୀରିଟି ସମତଳବିଶିଷ୍ଟ — ୪. Having four equal surfaces.