Jump to content

ଚତୁରକ୍ଷ

ଉଇକିଅଭିଧାନ‌ରୁ

ଚତୁରକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ଚତୁରକ୍ଷୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଚତୁଃ+ଅକ୍ଷି)

[ସମ୍ପାଦନା]
୧. ଚାରିଆଖି ବିଶିଷ୍ଟ — ୧. Four-eyed.
୨. ସାମନାସାମନି ଭେଟ ହେବା (ଦୁଇ ବ୍ୟକ୍ତି) — ୨. (two persons) Meeting each other face to face; confronted with each other.

ଚାଦରଧରାକୁ ଏହା କି କରି, ଚତୁରକ୍ଷ କେବେ ନ ହେଲା ପରି କବିସୂର୍ଯ୍ୟ. କବିତାକଲ୍ଲୋଳିନୀ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚତୁରାକ୍ଷ (ଦେଖ) - Chaturāksha (See)