ଚତୁରଙ୍ଗୁଳ
ଦେଖଣା
ଚତୁରଙ୍ଗୁଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୁଢ଼ା ଆଙ୍ଗୁଠି ଛଡ଼ା ହାତର ଚାରି ଆଙ୍ଗୁଠି —୧. The four fingers of the hand except the thumb.
- ୨. ଚାରିଆଙ୍ଗୁଳି ଅଧିକୃତ ଦୈର୍ଘ୍ୟ ବା ପ୍ରସ୍ଥ — ୨. A measure of the breadth of four fingers.
- ୩. ଆରଗ୍ୱଧ; ସୁନାରୀ ଗଛ —୩. A kind of plant; Cassia Fistula; Cathatocarpus Fistula. (M.W.)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଚାରିଆଙ୍ଗୁଳି ପରିମିତ —Four fingers broad; measuring ୪ fingers.