ଚତୁରଙ୍ଗ ବଳ
ଦେଖଣା
ଚତୁରଙ୍ଗ ବଳ
ଉଚ୍ଚାରଣ
[ସମ୍ପାଦନା]ଚତୁରଙ୍ଗବାହିନୀ, ଚତୁରଙ୍ଗ ସେନାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ହସ୍ତୀ, ରଥ, ଅଶ୍ୱ ଓ ପଦାତିଯୁକ୍ତ ପୂର୍ଣ୍ଣାବୟବ ସେନା —୧. A complete or entire army consisting-<? ?> of ୪ divisions viz, elephants, chariots, cavalry and infantry.
୨ ୪: ଜଣ ଖେଳାଳୀ ଖେଳିବା ଏକ ପ୍ରକାର ସତରଞ୍ଜ ଖେଳ — ୨. A kind of chess played by ୪ parties. (M.W.)