Jump to content

ଚତୁରତା

ଉଇକିଅଭିଧାନ‌ରୁ

ଚତୁରତା

ଉଚ୍ଚାରଣ

[ସମ୍ପାଦନା]

(ଚତୁରତ୍ୱ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -(ଚତୁର+ ଭାବ. ତ)

[ସମ୍ପାଦନା]
୧. ଦକ୍ଷତା; ନିପୁଣତା — ୧. Dexerity.
୨. ଚାଲାଖପଣିଆଁ —୨. Clevernes.
୩. ଧୂର୍ତ୍ତତା —୩. Shrewdness; carftiness.