ଚତୁରନ୍ତ
ଦେଖଣା
ଚତୁରନ୍ତ
ଉଚ୍ଚାରଣ
[ସମ୍ପାଦନା](ଚତୁରନ୍ତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ଦ୍ୱିଗୁ; ଚତୁଃ+ ଅନ୍ତ)
[ସମ୍ପାଦନା]ଚାରି ସୀମା — The four boundaries.
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଚାରି ପଦାର୍ଥଦ୍ୱାରା ପରିକୃତ — ୧. Consisting of ୪ things.
- ୨. ଚାରି ସୀମାଦ୍ୱାରା ପରିବେଷ୍ଟିତ —୨. Surrounded or bordered on all four sides. (M.W.)