ଚତୁରମ୍ଳ
ବୈଦଶାସ୍ତ୍ରୋକ୍ତ ୪ଟି ଅମ୍ଳ ବସ୍ତୁ; ଅମ୍ଳବେତସ, ବୃକ୍ଷାମ୍ଳ (ତିନ୍ତୁଳି), ବୃହକୁମ୍ଭୀର (ଟଭା) ଓ କାଗଜୀଲେମ୍ୱୁ —Four sour articles presented as medicine; (common sorrel, tamarind, orange and lime).