Jump to content

ଚତୁରଶ୍ୱ

ଉଇକିଅଭିଧାନ‌ରୁ

ଚତୁରଶ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ସମାହାର ଦ୍ୱିଗୁ; ଚତୁଃ+ଅଶ୍ୱ)

[ସମ୍ପାଦନା]

ଅଶ୍ୱ ଚତୁଷ୍ଟୟ; ଚାରି ଗୋଟି ଘୋଡ଼ା —Four horses.

=== ବିଶେଷଣ - (ବହୁବ୍ରୀହି)

ଅଶ୍ୱ ଚତୁଷ୍ଟୟଯୁକ୍ତ; ଚାରି ଘୋଡ଼ା ଲାଗିଥିବା (ରଥ) —(chariot) Having or drawn by ୪ horses.