Jump to content

ଚତୁରସ୍ର

ଉଇକିଅଭିଧାନ‌ରୁ

ଚତୁରସ୍ର

ଉଚ୍ଚାରଣ

[ସମ୍ପାଦନା]

(ଚତୁରସ୍ରକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚତୁଃ+ ଅସ୍ର=କୋଣ)

[ସମ୍ପାଦନା]

ଚାରିକୋଣିଆଁ କ୍ଷେତ୍ର —Four-sided figure; square.

ବିଶେଷଣ -

[ସମ୍ପାଦନା]
୧. ଚତୁଷ୍କୋଣ; ଚାରିକୋଣିଆଁ — ୧. Quadrangular; square; four cornered.
୨. ଚଉରସ; ସମତଳ —୨. Wide and level.
୩. ନିର୍ଦ୍ଦୋଷ —୩. Faultless.
୪. ସବୁ କାର୍ଯ୍ୟରେ ଦକ୍ଷ — ୪. Expert; clever in every matter.