ଚତୁରା
ଦେଖଣା
ଚତୁରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଚତୁର)
[ସମ୍ପାଦନା]ଚତୁର; ଧୂର୍ତ୍ତ; ଶଠ — Artful; shrewd; cunning.
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଚତୁର+ ଆ; ଚତୁରର ସ୍ତ୍ରୀଲିଙ୍ଗ)
[ସମ୍ପାଦନା]- ୧. ବୁଦ୍ଧିଜୀବିନୀ —୧. Clever (woman).
- ୨. ବୁଦ୍ଧିମତୀ —୨. Intelligent; ingenuous.
- ୩. ଧୂର୍ତ୍ତା —୩. Shrewd; cunning.
- ୪. ଶଠତାପ୍ପୂର୍ଣ୍ଣା ସ୍ତ୍ରୀ —୪. Artful; wily.
ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ବୁଦ୍ଧିମତୀ ସ୍ତ୍ରୀ —An intelligent woman.