ଚତୁରାକ୍ଷ
ଦେଖଣା
ଚତୁରାକ୍ଷ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - ଓ ପ୍ରାଚୀନ ପଦ୍ୟ (ସଂସ୍କୃତ - ଚତୁରକ୍ଷ)
[ସମ୍ପାଦନା]- ୧. ସାମନାସାମନି ଭେଟହେବା (୨ଜଣ ବ୍ୟକ୍ତି) — (two persons) Meeting each other face to face; confronted with each other.
- ୨. ଦୁଇ ଜଣଙ୍କର ଭେଟ ହେବାର (ସମୟ) — ୨. (time) Of interview or meeting of ୨ persons.
ପଚାରନ୍ତୁ କେ ଉପାୟୀ ଘେନିଥାନ୍ତି ତାହା ଚତୁରାକ୍ଷ ବେଳ ପାଇଁ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ବିଶେଷ୍ୟ -
[ସମ୍ପାଦନା]ଦୁଇ ଜଣ ମନୁଷ୍ୟଙ୍କର ଭେଟାଭେଟି — Interview between two persons; two persons being confronted with each other.
ବେନି ଚତୁରାକ୍ଷ ରାକ୍ଷସ ପ୍ରାୟେ ବିପକ୍ଷ ପକ୍ଷ ଯୁଗ କୋଟି ଏଥୁ ରକ୍ଷ ରକ୍ଷ ଭଞ୍ଜ, ପ୍ରେମସୁଧାନିଧି