Jump to content

ଚତୁରାଶ୍ରମ

ଉଇକିଅଭିଧାନ‌ରୁ

ଚତୁରାଶ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ; ଚତୁର୍+ ଆଶ୍ରମ)

[ସମ୍ପାଦନା]

ବ୍ରାହ୍ମଣଜୀବନରେ ପାଳନୀୟ ୪ଟି ଅବସ୍ଥା — Four successive stages in the lifetime of a Brāhmaṇa as enjoined in the Sastras.

[ଯଥା—ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ]