Jump to content

ଚତୁର୍ଗତି

ଉଇକିଅଭିଧାନ‌ରୁ

ଚତୁର୍ଗତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି ହି; ଚତୁଃ+ ଗତି)

[ସମ୍ପାଦନା]
୧. (ଚାରିଗୋଡ଼ରେ ଗତିକାରୀ) କଚ୍ଛପ —୧. Tortoise.
୨. (ଆଶ୍ରମଚତୁଷ୍ଟୟର ଗତିସ୍ୱରୂପ) ପରମେଶ୍ୱର — ୨. God (the ultimate aim of attainment in all the ୪ stages of the life of a man.)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହାର ୪ ପ୍ରକାର ଗତି ଅଛି —Having four kinds of motion or going (M.W.)