Jump to content

ଚତୁର୍ଗୁଣ

ଉଇକିଅଭିଧାନ‌ରୁ

ଚତୁର୍ଗୁଣ

ଉଚ୍ଚାରଣ

[ସମ୍ପାଦନା]
(ଚତୁର୍ଗୁଣା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (କର୍ମଧାରୟ)

[ସମ୍ପାଦନା]
୧. ଚାରିଗୁଣ — ୧. Fourfold; quadruple.
୨. ଅତ୍ୟନ୍ତ —୨. Inordinate; excessive; mainfold.
୩. ଯେଉଁ କୁରୁତାରେ ୪ଟି ଫିତା ବା ଡୋର ଲାଗିଥାଏ — ୩. (upper garment) Tied with ୪ strings (M.W.)
୪. ଚାରିସରିଆ (ହାର) —୪. Four stringed.