Jump to content

ଚତୁର୍ଜାତ

ଉଇକିଅଭିଧାନ‌ରୁ

ଚତୁର୍ଜାତ

ଉଚ୍ଚାରଣ

[ସମ୍ପାଦନା]

(ଚତୁର୍ଜାତକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଆୟୁର୍ବେଦ)

[ସମ୍ପାଦନା]
୪. ଗୋଟି ଔଷଧଦ୍ରବ୍ୟ (ଗୁଡ଼ତ୍ୱକ, ଅଳାଇଚ, ତେଜପତ୍ର ଓ ନାଗେଶ୍ୱର) —Four kinds of articles used as medicine (viz cinnamon, Cardamom, Cassia leaves and Messua Ferra).