Jump to content

ଚତୁର୍ଥ

ଉଇକିଅଭିଧାନ‌ରୁ

ଚତୁର୍ଥ

ଉଚ୍ଚାରଣ

[ସମ୍ପାଦନା]
(ଚତୁର୍ଥୀ— ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ଚତୁର୍+ ପୁରଣାର୍ଥେ. ଥ)

[ସମ୍ପାଦନା]

ଚାରି ସଂଖ୍ୟା ପୂରକ — ୪th; fourth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୃତ୍ୟୁର ୪ ର୍ଥ ଦିନ କର୍ତ୍ତବ୍ୟ ଜ୍ଞାତି— ବନ୍ଧୁମାନଙ୍କୁ ଦିଆଯିବା ଜଳଯୋଗ —୧. Refreshment given to guests and relatives assembled on the ୪th day of a person's death.

[ଦ୍ରଷ୍ଟବ୍ୟ —ଏ ଦିନ ମୃତବ୍ୟକ୍ତିର ଉପଲକ୍ଷରେ ଶ୍ରାଦ୍ଧ ଓ ଭୋଜ୍ୟୋତ୍ସର୍ଗ ହୁଏ ଏହି ଭୋଜ୍ୟୋତ୍ସର୍ଗକୁ ଶୀତଳ କୁହାଯାଏ]

୨. ମୃତ୍ୟୁର ୪ର୍ଥ ଦିବସ — ୨. The fourth day after death.
୩. ବର୍ଗମାନଙ୍କର ଚତୁର୍ଥ ବର୍ଣ୍ଣ; (ଘ, ଝ, ଢ, ଧ, ଭ,) — The fourth letter of the five classes of consonants (M.W.)
୪. ଚତୁର୍ଥ ବର୍ଣ୍ଣ; ଶୂଦ୍ର —୪. A Ṡūdra (M.W.)
୫. ଏକଚତୁର୍ଥାଂଶ — ୫. A quarter; one fourth (M.W.)
୬. ଚାରିର ସମାହାର —୬. A collection of four.