ଚତୁର୍ଥଭାକ୍
ଦେଖଣା
ଚତୁର୍ଥଭାକ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଚତୁର୍ଥ+ ଭଜ୍ ଧାତୁ+ କର୍ତ୍ତୃ କ୍ୱିପ୍; ୧ମା. ୧ବ)
[ସମ୍ପାଦନା]- ୧. ଚତୁର୍ଥାଂଶ ନେବା ବ୍ୟକ୍ତି — ୧. One who takes ୧/୪ of a thing or one's income; entitled to a quarter share.
ବିଶେଷ୍ୟ -
[ସମ୍ପାଦନା](ଭୂମିର ଉତ୍ପନ୍ନରୁ ଚତୁର୍ଥାଂଶ ଗ୍ରହଣ କରୁଥିବାରୁ) ରାଜା — King (who takes ୧/୪ of the income of the subject as revenue.)