ଚତୁର୍ଥସ୍ୱର
ବୃଦ୍ଧ ବ୍ୟକ୍ତିର ସ୍ୱର —The tone of an old man.
ବଚଜେ ନାହିଁ ପାଞ୍ଚ ଚତୁର୍ଥସ୍ୱରେ ବଚ ପ୍ରକାଶ କଲା ଯଥା ନୀଚ ସେ ଭଞ୍ଜ, ବୈଦେହୀଶବିଳାସ
ସଙ୍ଗୀତର ୭ ସ୍ୱର ମଧ୍ୟରୁ ୪ ର୍ଥ ସ୍ୱରଯୁକ୍ତ — Having the ୪th tone or accent (M.W.)