Jump to content

ଚତୁର୍ଥ ଉପାୟ

ଉଇକିଅଭିଧାନ‌ରୁ

ଚତୁର୍ଥ ଉପାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭେଦ; ପରସ୍ପର ବିବାଦ — ୧. Mutual discord.

[ଦ୍ରଷ୍ଟବ୍ୟ —ଶତ୍ରୁକୁ ଅକ୍ତିଆର କରିବା ପାଇଁ ନୀତିଶାସ୍ତ୍ରକଥିତ ରାଜାଙ୍କ ଆଚରିତ ସାମ, ଦାନ, ଦଣ୍ଡ ଭେଦ ଏହି ଚାରିଗୋଟି ଉପାୟ ମଧ୍ୟରୁ ଏହା ଚତୁର୍ଥ]

୨. ବିବାଦ; କଳହ —୨. Dispute.

ଚଦି ଥରେ ଆଗ ପଛ ନବୀଜା, ଚତୁର୍ଥ ଉପାୟ କରନ୍ତା ସିନା କବିସୂର୍ଯ୍ୟ, କବିତାକଲ୍ଲୋଳିନୀ

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଚାରି —Four.