Jump to content

ଚତୁର୍ଦଶ

ଉଇକିଅଭିଧାନ‌ରୁ

ଚତୁର୍ଦଶ

ଉଚ୍ଚାରଣ

[ସମ୍ପାଦନା]

(ଚତୁର୍ଦ୍ଦଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ କର୍ମଧାରୟ; ଚତୁଃ ଅଧିକ ଦଶ)

[ସମ୍ପାଦନା]

ଚଉଦ; ୧୪: —୧୪; Fourteen.

ବିଶେଷଣ -

[ସମ୍ପାଦନା]

୧ ୧୪: ସଂଖ୍ୟକ — ୧. Numbering ୧୪.

୨ ୧୪:ର ପୂରଣ —୨. Fourteenth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚଉଦ ବ୍ରହ୍ମାଣ୍ଡ —The ୧୪ worlds.

ତୋର ଅଧୀନ ଚତୁର୍ଦ୍ଦଶ, ତୁ ହୋଇ ଯେଉଁ ଭାବେ ବଶ ଭୂପତି. ପ୍ରେମପଞ୍ଚାମୃତ