ଚତୁର୍ଦଶପଦୀ କବିତା
ଦେଖଣା
ଚତୁର୍ଦଶପଦୀ କବିତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]- ୨. ଇଂରାଜି ସନ୍ନେଟ ଅନୁକରଣରେ ରଚିତ ୧୪:ଟି ଧାଡ଼ିବିଶିଷ୍ଟ କବିତା — ୧. A poem with ୧୪ lines; sonnet.
[ଦ୍ରଷ୍ଟବ୍ୟ —ମଧୁସୂଦନ ରାଓ ଓଡ଼ିଆ ଭାଷାରେ ଏହିପରି କେତେଗୁଡ଼ିଏ କବିତା ଲେଖିଛନ୍ତି]
- ୨. ଚଉଦପୋଇ —୨. Poems with fourteen lines.
[ଦ୍ରଷ୍ଟବ୍ୟ —ସ୍ୱର୍ଣ୍ଣପୁରର ସ୍ୱର୍ଗୀୟ ଯୁବରାଜ ଶ୍ରୀ ପ୍ରତାପରୁଦ୍ର ସିଂହ ଦେବଙ୍କ ରଚିତ ଗୁଡ଼ିଏ ଚତୁର୍ଦ୍ଦଶପଦୀ ବା ଚଉଦପୋଇ ପ୍ରାଚୀନ କବିତା ସୋନପୁରର ପଟାଏତ ସୁଧାଂଶୁଶେଖର ସିଂହ ଦେବଙ୍କଦ୍ୱାରା ପୁସ୍ତକା— କାରରେ ପ୍ରକାଶିତ ହୋଇଅଛି]