Jump to content

ଚତୁର୍ଦ୍ଦଶଭୁବନ

ଉଇକିଅଭିଧାନ‌ରୁ

ଚତୁର୍ଦ୍ଦଶଭୁବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁଶାସ୍ତ୍ରଅନୁସାରେ ୭ ଗୋଟି ସ୍ୱର୍ଗ ଓ ୭ ଗୋଟି ପାତାଳ ଏହିପରି ୧୪:ଟି ସଂସାର ବା ଲୋକ —The ୧୪ worlds described in

he Hindu Sastras, ୭ above heven and ୭ below (Nether worlds) the Earth.

[ଦ୍ରଷ୍ଟବ୍ୟ —ଯଥା—ଭୁଃ, ଭୁବଃ, ସ୍ୱଃ, ମହଃ, ଜନ, ତପ ଓ ସତ୍ୟ ଏହି ସପ୍ତସ୍ୱର୍ଗ (ଊର୍ଦ୍ଦ୍ୱଭୁବନ) ଓ ଅତଳ, ସ୍ୱତଳ, ବିତଳ ତଳାତଳ, ମହାତଳ, ରସାତଳ ଓ ପାତାଳ ଏହି ସପ୍ତପାତାଳ (ଅଧୋଭୁବନ)]