ଚତୁର୍ଧା
ଦେଖଣା
ଚତୁର୍ଧା
ଉଚ୍ଚାରଣ
[ସମ୍ପାଦନା](ଚତୁର୍ଦ୍ଧା—ଅନ୍ୟରୂପ)
ସଂସ୍କୃତ - ଅ. (ଚତୁର୍+ ପ୍ରକାରାର୍ଥେ ଧା; ତୁଳ. ବହୁଧା)
[ସମ୍ପାଦନା]- ୧. ଚତୁର୍ବିଧ; ଚାରିପ୍ରକାରେ — ୧. Of four kinds; in four ways.
ଚତୁର୍ଦ୍ଧାରୂପରେ ଆମ୍ଭେ ଜନମ ହୋଇବୁଁ—ବିଶ୍ୱନାଥ, ବିଚିତ୍ରରାମାୟଣ
- ୨. ଚାରିଗୁଣ —୨. Fourfold.
- ୩. ଚାରିଦିଗରେ —୩. On four sides.
- ୪. ଚାରିଥର —୪. Four times.
- ୫. ଚାରିଖଣ୍ଡ —୫. In four pieces,
- ୬. ଚାରି ବିଷୟରେ —୬. In four matters.
- ୭. ଚାରି ଅଂଶରେ —୭. In four parts.