ଚତୁର୍ଧାମ
(ଚତୁର୍ଦ୍ଧାମ—ଅନ୍ୟରୂପ)
ଭାରତରେ ହିନ୍ଦୁଙ୍କର ପ୍ରସିଦ୍ଧ ୪ ତୀର୍ଥକେନ୍ଦ୍ର— (ଯଥା—ଜଗନ୍ନାଥ, ରାମନାଥ, ଦ୍ୱାରକାନାଥ ଓ ବଦ୍ରିନାଥ) —The four centres of Hindu Pilgrimage in India (e.g.) puri, Rameswara, Dwārakā and Badrinātha.